ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏକତା ଏବଂ ପାରସ୍ପରିକ ସୌହାର୍ଦ୍ଦ୍ୟ ଉପରେ ଗୁରୁତ୍ୱାରୋପ କରି ଏକ ସଂସ୍କୃତ 'ସୁଭାଶିତମ୍ ’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
26 JUN 2026 12:33PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସ୍କୃତ ସୁଭାଶିତମକୁ ସେୟାର କରି ସର୍ବଦା ଏକତା ଏବଂ ପାରସ୍ପରିକ ସୌହାର୍ଦ୍ଦ୍ୟ ସହିତ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ପଦ ସେୟାର କରିଛନ୍ତି –
‘‘ସଡଗଛବ୍ଧଂ ସଂବଦଧ୍ବଂ
ସଂ ବୋ ମନାଂସି ତାନତାମ୍ ।
ଦେବା ଭାଗଂ ଯଥା ପୂର୍ବେ
ସଜ୍ଞାନନା ଉପାସତେ ।।
ଶ୍ରୀ ମୋଦୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି:
‘‘ସଡଗଛବ୍ଧଂ ସଂବଦଧ୍ବଂ
ସଂ ବୋ ମନାଂସି ତାନତାମ୍ ।
ଦେବା ଭାଗଂ ଯଥା ପୂର୍ବେ
ସଜ୍ଞାନନା ଉପାସତେ ।।
HS
(रिलीज़ आईडी: 2278335)
आगंतुक पटल : 5
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Gujarati
,
Tamil
,
Telugu
,
Kannada