ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘ମନ କୀ ବାତ’ର ୧୩୪ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣର ପ୍ରମୁଖ ବିଷୟବସ୍ତୁ ସେୟାର କଲେ

ପୋଷ୍ଟ କରାଯିବା ଦିନାଙ୍କ: 31 MAY 2026 1:14PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ କୀ ବାତର ୧୩୪ତମ ସଂସ୍କରଣରେ ତାଙ୍କ ଭାଷଣର ମୁଖ୍ୟାଂଶ ସେୟାର କରିଛନ୍ତି।

 

ଏକ୍ସରେ କରାଯାଇଥିବା ପୋଷ୍ଟଗୁଡ଼ିକର ଏକ ଶୃଙ୍ଖଳରେ ଶ୍ରୀ ମୋଦୀ କହିଛନ୍ତି;

 

 

ଗୁରିନ୍ଦରବୀର ସିଂହ ଏବଂ ଅନିମେଶ କୁଜୁରଙ୍କ ସହିତ ଏହା ଏକ ଅତ୍ୟନ୍ତ ବିଶେଷ ଆଲୋଚନା ଥିଲା, ଯାହା ଏହି କଥାର ଝଲକ ପ୍ରଦାନ କରିଥିଲା ଯେ, ଭାରତୀୟ ଏଥ୍ଲେଟିକ୍ସର ଭବିଷ୍ୟତ କାହିଁକି ଅତ୍ୟନ୍ତ ଉଜ୍ଜ୍ୱଳ ଅଟେ!

#ମନ କି ବାତ

 

 

*****

MT


(ରିଲିଜ ଆଡି: 2268473) ପରିଦର୍ଶକ କାଉଣ୍ଟର : 32