ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ନବରାତ୍ରିର ଆଧ୍ୟାତ୍ମିକ ସାର ଏବଂ ମା’ ଅମ୍ବେଙ୍କ ଭକ୍ତିର ଦିବ୍ୟ ବାତାବରଣ ଉପରେ ଆଲୋକପାତ କରିଥିଲେ

प्रविष्टि तिथि: 20 MAR 2026 9:48AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନବରାତ୍ରିର ଗଭୀର ଆଧ୍ୟାତ୍ମିକ ବାତାବରଣ ଉପରେ ନିଜର ଭାବନା ବ୍ୟକ୍ତ କରିଛନ୍ତି, ଯେଉଁଥିରେ ମା’ ଅମ୍ବେଙ୍କ ପ୍ରତି ଭକ୍ତି ମନରେ କିପରି ଅପାର ଶାନ୍ତି ଏବଂ ଶକ୍ତି ଭରିଥାଏ ତାହା ଉପରେ ଆଲୋକପାତ କରାଯାଇଛି। ଶ୍ରୀ ମୋଦୀ ମା’ ଅମ୍ବେଙ୍କୁ ଉତ୍ସର୍ଗୀକୃତ ଏକ ଭକ୍ତି ଭଜନ ସେୟାର କରିଥିଲେ

ପ୍ରଧାନମନ୍ତ୍ରୀ 'ଏକ୍ସ ’ ଉପରେ ଲେଖିଛନ୍ତି:

"ନବରାତ୍ରୀ ସମୟରେ ମା ଅମ୍ବେଙ୍କ ପ୍ରତି ଭକ୍ତିରେ ପରିପୂର୍ଣ୍ଣ ପରିବେଶ ମନକୁ ଅସୀମ ଶାନ୍ତି ଏବଂ ଶକ୍ତିରେ ଭରିଥାଏ। ମା’ ଙ୍କ ପ୍ରତି ସମର୍ପିତ ଶ୍ରଦ୍ଧା ଏବଂ ବିଶ୍ୱାସ ହୃଦୟକୁ ଚଳଚଞ୍ଚଳ କରିଥାଏ ।’’

H


(रिलीज़ आईडी: 2255130) आगंतुक पटल : 20
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Bengali-TR , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam