ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ହିମାଚଳ ଦିବସ ଅବସରରେ ହିମାଚଳ ପ୍ରଦେଶର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
15 APR 2026 8:03AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ଦିବସ ଅବସରରେ ହିମାଚଳ ପ୍ରଦେଶର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପବିତ୍ର ଦେବଭୂମି ଏହାର ସମୃଦ୍ଧ ପରମ୍ପରା, ଅନନ୍ୟ ସାଂସ୍କୃତିକ ଐତିହ୍ୟ ଏବଂ ଏହାର ଲୋକମାନଙ୍କ ପରିଶ୍ରମ, କର୍ତ୍ତବ୍ୟବୋଧ ଏବଂ ନମ୍ରତା କାରଣରୁ ଏକ ସ୍ୱତନ୍ତ୍ର ପରିଚୟ ରହିଛି ।
ଏହି ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟର ସମସ୍ତ ପରିବାରର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
"ହିମାଚଳ ଦିବସ ଅବସରରେ ହିମାଚଳର ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା। ଏହି ପବିତ୍ର ଦେବଭୂମି ଏହାର ସମୃଦ୍ଧ ପରମ୍ପରା, ଅତୁଳନୀୟ ସାଂସ୍କୃତିକ ଐତିହ୍ୟ ଏବଂ ଏହାର ଲୋକଙ୍କ କଠିନ ପରିଶ୍ରମ, କର୍ତ୍ତବ୍ୟ ଏବଂ ନମ୍ରତା ହେତୁ ଏକ ସ୍ୱତନ୍ତ୍ର ପରିଚୟ ଧାରଣ କରିଛି। ଏହି ଶୁଭ ଅବସରରେ ମୁଁ ରାଜ୍ୟର ସମସ୍ତ ପରିବାର ସଦସ୍ୟଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।’’
HS
(ରିଲିଜ ଆଡି: 2252460)
ପରିଦର୍ଶକ କାଉଣ୍ଟର : 4
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam