ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭଗବାନ ହନୁମାନଙ୍କୁ ପ୍ରାର୍ଥନା କରି ଏକ ସଂସ୍କୃତ ସୁଭାଷିତମ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
02 APR 2026 10:48AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭଗବାନ ହନୁମାନ ଜୀ ହେଉଛନ୍ତି ଭକ୍ତି, ଶକ୍ତି ଏବଂ ଅତୁଟ ସମର୍ପଣର ଅତୁଳନୀୟ ପ୍ରତୀକ। ଏହି ପରାକ୍ରମୀଙ୍କ କୃପା ତାଙ୍କ ସମସ୍ତ ଭକ୍ତଙ୍କ ମଧ୍ୟରେ ସାହସ ଏବଂ ସକରାତ୍ମକତା ଭରିଦେଉ ବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ପଦ ସେୟାର କରିଛନ୍ତି –
‘‘ମନେଜବଂ ମାରୁତଜୁଲ୍ୟବେଗଂ ଜିତେନ୍ଦ୍ରିୟଂ ବୁଦ୍ଧିମତାଂ ବରିଷ୍ଠମ୍ ।
ବାତାତ୍ମଜଂ ବାନରଯୁବମୁଖଂ ଶ୍ରୀରାମଦୂତଂ ଶିରସ୍ତା ନମାମି ।।’’
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
"ଭଗବାନ ହନୁମାନ ଭକ୍ତି, ଶକ୍ତି ଏବଂ ଅତୁଟ ସମର୍ପଣର ଏକ ଅନନ୍ୟ ପ୍ରତୀକ। ମହାବଳୀଙ୍କ କୃପା ତାଙ୍କ ସମସ୍ତ ଭକ୍ତଙ୍କ ମଧ୍ୟରେ ସାହସ ଏବଂ ସକରାତ୍ମକତା ଭରିଦେଉ। ’’
‘‘ମନେଜବଂ ମାରୁତଜୁଲ୍ୟବେଗଂ ଜିତେନ୍ଦ୍ରିୟଂ ବୁଦ୍ଧିମତାଂ ବରିଷ୍ଠମ୍ ।
ବାତାତ୍ମଜଂ ବାନରଯୁବମୁଖଂ ଶ୍ରୀରାମଦୂତଂ ଶିରସ୍ତା ନମାମି ।।’’
HS
(ରିଲିଜ ଆଡି: 2249243)
ପରିଦର୍ଶକ କାଉଣ୍ଟର : 17
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam