ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ବାଲେନ୍ଦ୍ର ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 MAR 2026 1:27PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ବାଲେନ୍ଦ୍ର ଶାହଙ୍କୁ ଅଭିନନ୍ଦନ ଜଣାଇଥିଲେ। "ଆପଣଙ୍କ ନିଯୁକ୍ତି ନେପାଳର ଲୋକମାନଙ୍କ ଦ୍ୱାରା ଆପଣଙ୍କ ନେତୃତ୍ୱ ଉପରେ ଦିଆଯାଇଥିବା ବିଶ୍ୱାସକୁ ପ୍ରତିଫଳିତ କରେ। ଆମ ଦୁଇ ଦେଶର ଲୋକମାନଙ୍କ ପାରସ୍ପରିକ ଲାଭ ପାଇଁ ଭାରତ-ନେପାଳ ବନ୍ଧୁତା ଏବଂ ସହଯୋଗକୁ ଆହୁରି ଉଚ୍ଚ ଶିଖରକୁ ନେବା ପାଇଁ ମୁଁ ଆପଣଙ୍କ ସହିତ ଘନିଷ୍ଠ ଭାବେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି ", ବୋଲି ଶ୍ରୀ ମୋଦୀ କହିଛନ୍ତି।

 

 ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

"ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀଯୁକ୍ତ ବାଲେନ୍ଦ୍ର ଶାହଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

ଆପଣଙ୍କ ନିଯୁକ୍ତି ନେପାଳର ଲୋକମାନଙ୍କ ଦ୍ୱାରା ଆପଣଙ୍କ ନେତୃତ୍ୱ ଉପରେ ଦିଆଯାଇଥିବା ବିଶ୍ୱାସକୁ ପ୍ରତିଫଳିତ କରେ। ଆମ ଦୁଇ ଦେଶର ଜନସାଧାରଣଙ୍କ ପାରସ୍ପରିକ ଲାଭ ପାଇଁ ଭାରତ-ନେପାଳ ବନ୍ଧୁତା ଏବଂ ସହଯୋଗକୁ ଆହୁରି ଅଧିକ ଉଚ୍ଚତାକୁ ନେବା ପାଇଁ ମୁଁ ଆପଣଙ୍କ ସହିତ ଘନିଷ୍ଠ ଭାବେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି ।’’

HS


(ରିଲିଜ ଆଡି: 2247457) ପରିଦର୍ଶକ କାଉଣ୍ଟର : 12