ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହୋଲି ଶୁଭେଚ୍ଛା ପାଇଁ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 04 MAR 2026 10:51PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସ ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ୍ ମାକ୍ରୋନଙ୍କୁ ହୋଲି ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି

ହୋଲି ଶୁଭେଚ୍ଛା ବିଷୟରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଏକ୍ସ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;

"ବହୁତ ବହୁତ ଧନ୍ୟବାଦ, ମୋର ବନ୍ଧୁ!

ହୋଲିର ପବିତ୍ର ଅବସରରେ ଆପଣଙ୍କୁ ଏବଂ ଫ୍ରାନ୍ସର ଜନସାଧାରଣଙ୍କୁ ଶୁଭେଚ୍ଛା ।’’

HS


(ରିଲିଜ ଆଡି: 2235657) ପରିଦର୍ଶକ କାଉଣ୍ଟର : 28