ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav AI Impact Summit 2026

ପ୍ରଧାମନ୍ତ୍ରୀଙ୍କୁ ଭେଟିଲେ ସନ୍ ମାଇକ୍ରୋସିଷ୍ଟମ୍‌ର ପ୍ରତିଷ୍ଠାତା ବିନୋଦ ଖୋସଲା

ପୋଷ୍ଟ କରାଯିବା ଦିନାଙ୍କ: 18 FEB 2026 10:50PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ ମାଇକ୍ରୋସିଷ୍ଟମ୍ ପ୍ରତିଷ୍ଠାତା ଶ୍ରୀ ବିନୋଦ ଖୋସଲାଙ୍କ ସହିତ ଆଲୋଚନା କରିଛନ୍ତି

ବୈଠକ ସମୟରେ, ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ ଖୋସଲା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଭାରତର ସ୍ପନ୍ଦନଶୀଳ ଷ୍ଟାର୍ଟଅପ୍ ଇକୋସିଷ୍ଟମ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

ଆଜି ଶ୍ରୀ ବିନୋଦ ଖୋସଲାଙ୍କ ସହ ଆଲୋଚନା କରି ବହୁତ ଭଲ ଲାଗିଲା ଆମେ ଏଆଇ ଏବଂ ଭାରତର ସ୍ପନ୍ଦନଶୀଳ ଷ୍ଟାର୍ଟଅପ୍ ଇକୋସିଷ୍ଟମ ସମ୍ବନ୍ଧୀୟ ଦିଗ ଉପରେ ଆଲୋଚନା କରିଥିଲୁ।

@vkhosla”

 

SR


(ରିଲିଜ ଆଡି: 2230319) ପରିଦର୍ଶକ କାଉଣ୍ଟର : 3