ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆସାମ ଦିବ୍ରୁଗଡ଼ରେ ଉତ୍ତର-ପୂର୍ବର ପ୍ରଥମ ଜରୁରୀ ଅବତରଣ ସୁବିଧା (ଇଏଲ୍ଏଫ୍) ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ

प्रविष्टि तिथि: 14 FEB 2026 7:29PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମର ଦିବ୍ରୁଗଡ଼ରେ ଉତ୍ତର-ପୂର୍ବର ପ୍ରଥମ ଜରୁରୀ ଅବତରଣ ସୁବିଧା (ଇ. ଏଲ୍. ଏଫ୍.) କୁ ଉଦଘାଟନ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଉତ୍ତର-ପୂର୍ବାଞ୍ଚଳକୁ ଏକ ଜରୁରୀ ଅବତରଣ ସୁବିଧା ମିଳିଛି ଏବଂ ରଣନୈତିକ ଦୃଷ୍ଟିକୋଣରୁ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ପ୍ରଧାନମନ୍ତ୍ରୀ ଏକ୍ସ’ ରେ ପୋଷ୍ଟ କରିଛନ୍ତି:

"ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଉତ୍ତର-ପୂର୍ବକୁ ଏକ ଜରୁରୀ ଅବତରଣ ସୁବିଧା ମିଳିଛି। ରଣନୈତିକ ଦୃଷ୍ଟିକୋଣରୁ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ, ଏହି ସୁବିଧା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।’’

HS


(रिलीज़ आईडी: 2229216) आगंतुक पटल : 37
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Bengali-TR , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam