ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀ ଏଚ.ଡି ଦେବେଗୌଡା

ପୋଷ୍ଟ କରାଯିବା ଦିନାଙ୍କ: 29 JAN 2026 3:50PM by PIB Bhubaneswar

ଆଜି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଶ୍ରୀ ଏଚ.ଡି ଦେବେଗୌଡା । ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ମୁଖ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ଶ୍ରୀ ଏଚ୍.ଡି. ଦେବେଗୌଡାଙ୍କ ମତାମତ ପ୍ରଶଂସନୀୟ, ଏବଂ ଭାରତର ବିକାଶ ପ୍ରତି ତାଙ୍କର ଆଗ୍ରହ ମଧ୍ୟ ସମାନ ଭାବରେ ପ୍ରଶଂସନୀୟ।

Xରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି ଯେ,

‘ଶ୍ରୀ ଏଚ.ଡି.ଦେବେଗୌଡା ଜୀଙ୍କ ସହ ସାକ୍ଷାତ ଆଜି ସାକ୍ଷାତ ଗୁରୁତ୍ୱପୂର୍ଣ୍ଣ ଥିଲା । ପ୍ରମୁଖ ପ୍ରସଙ୍ଗ ଉପରେ ତାଙ୍କର ଅନ୍ତର୍ଦୃଷ୍ଟି ବାସ୍ତବିକ ଉଲ୍ଲେଖନୀୟ । ଭାରତର ବିକାଶ ଲାଗି ତାଙ୍କର ଆଗ୍ରହ ମଧ୍ୟ ସମାନ ଭାବରେ ପ୍ରଶଂସନୀୟ।’

@H_D_Devegowda

PBD


(ରିଲିଜ ଆଡି: 2227636) ପରିଦର୍ଶକ କାଉଣ୍ଟର : 22