ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୃଥିବୀର ଭବିଷ୍ୟତ ମୂଳଦୁଆ ଶୃଙ୍ଖଳା, ସେବା, ପ୍ରଜ୍ଞା ପରି ମାନବୀୟ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରି ସଂସ୍କୃତ ସୁଭାଷିତମ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 JAN 2026 9:41AM by PIB Bhubaneswar

ପୃଥିବୀର ଭବିଷ୍ୟତ ମୂଳଦୁଆ ଶୃଙ୍ଖଳା, ସେବା, ପ୍ରଜ୍ଞା ପରି ମାନବୀୟ ମୂଲ୍ୟବୋଧ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ସଂସ୍କୃତ ସୁଭାଷିତମ ସେୟାର କରିଛନ୍ତି

‘ସେବାଭାବ ସତ୍ୟନିଷ୍ଠାର ସହ କରାଯାଇଥିବା କାମ କେବେବି ବ୍ୟର୍ଥ ହୁଏନି ସଂକଳ୍ପ, ସମର୍ପଣ ସକରାତ୍ମକତାର ସହ ଆମେ ପୁରା ମାନବତାର ଭଲ କରିପାରିବା

ସତ୍ୟଂ ବୃହଦ୍ଦତମୁଗ୍ରଂ ଦୀକ୍ଷା ତପୋ ବ୍ରହ୍ମ ଯଜ୍ଞଃ ପୃଥିବୀଂ ଧାରୟତିଂ

ସା ନୋ ଭୂତସ୍ୟ ଭବିଷ୍ୟ ପତ୍ନ୍ୟୁରୁଂ ଲୋକଂ ପୃଥିବୀ ନଃ କୃଣୋତୁ ।’

ଏହି ସୁଭାଷିତମ କୁହେ ଯେ, ସାର୍ବଜନୀନ ମୂଲ୍ୟବୋଧ, କଠୋର ଶୃଙ୍ଖଳା, ସେବା ଭାବ, ଆତ୍ମ ସଂଯମତା, ପ୍ରଜ୍ଞା ପରିଚାଳିତ ନିରବଧି କର୍ମ ପୃଥିବୀକୁ ଧାରଣ କରିଛି ଆମ ଭୂତ ଭବିଷ୍ୟକୁ ଗଠନ କରୁଥିବା ପୃଥିବୀ ଆମକୁ ବିଶାଳ ଭୂମି ଦେଉ

ଟ୍ୱିଟରରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ,

‘ସେବାଭାବ ସତ୍ୟନିଷ୍ଠତାର ସହ କରାଯାଉଥିବା କାର୍ଯ୍ୟ କେବେ ବି ବ୍ୟର୍ଥ ହୁଏନି ସଂକଳ୍ପ, ସମର୍ପଣ ସକରାତ୍ମକତା ଆମ ସହ ପୂରା ମାନବତାର ଭଲ କରିପାରେ

ସତ୍ୟଂ ବୃହଦ୍ଦତମୁଗ୍ରଂ ଦୀକ୍ଷା ତପୋ ବ୍ରହ୍ମ ଯଜ୍ଞଃ ପୃଥିବୀଂ ଧାରୟନ୍ତିଂ

ସା ନୋ ଭୂତସ୍ୟ ଭବ୍ୟସ୍ୟ ପତ୍ନ୍ୟୁରୁଂ ଲୋକଂ ପୃଥିବୀ ନଃ କୃଣୋତୁ ।’

PBD

 


(ରିଲିଜ ଆଡି: 2227358) ପରିଦର୍ଶକ କାଉଣ୍ଟର : 21