ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଯୋଦ୍ଧାମାନଙ୍କ ନମ୍ରତା ଏବଂ ନିସ୍ୱାର୍ଥପର ସାହସକୁ ଦର୍ଶାଉଥିବା ଏକ ସଂସ୍କୃତ ନୀତିବାଣୀକୁ ପ୍ରଧାନମନ୍ତ୍ରୀ ଉପସ୍ଥାପନ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 16 DEC 2025 9:09AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ନୀତିବାଣୀ ଉପସ୍ଥାପନ କରିଛନ୍ତି,

ନ ମର୍ଷୟନ୍ତି ଚାତ୍ମାନଂ
ସମ୍ଭାବୟିତୁମାତ୍ମନା।

ଅଦର୍ଶୟିତ୍ୱା ଶୂରାସ୍ତୁ
କର୍ମ କୁର୍ବନ୍ତି ଦୁଷ୍କରମ୍।“

ଏହି ସଂସ୍କୃତ ନୀତିବାଣୀ ପ୍ରଦର୍ଶିତ କରିଥାଏ, ଯେ ଜଣେ ପ୍ରକୃତ ଯୋଦ୍ଧା ନିଜକୁ ପ୍ରଶଂସା କରିବାକୁ ଉପଯୁକ୍ତ ମନେ କରନ୍ତି ନାହିଁ। ସେମାନେ ନୀରବରେ କଷ୍ଟକର ଏବଂ ଆହ୍ଵାନଭରା କାର୍ଯ୍ୟ ଅବିରତ ସମ୍ପାଦନ  କରିଚାଲନ୍ତି ।
 

ପ୍ରଧାନମନ୍ତ୍ରୀ X ରେ ଲେଖିଛନ୍ତି—,


ନ ମର୍ଷୟନ୍ତି ଚାତ୍ମାନଂ
ସମ୍ଭାବୟିତୁମାତ୍ମନା।

ଅଦର୍ଶୟିତ୍ୱା ଶୂରାସ୍ତୁ
କର୍ମ କୁର୍ବନ୍ତି ଦୁଷ୍କରମ୍।“

 

sws

 


(ରିଲିଜ ଆଡି: 2223569) ପରିଦର୍ଶକ କାଉଣ୍ଟର : 11