ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଐତିହାସିକ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଉପରେ ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 30 JAN 2026 2:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଐତିହାସିକ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଉପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି ଯାହା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବାର ଦୃଷ୍ଟିକୋଣ ସହିତ ସମ୍ପୂର୍ଣ୍ଣ ଭାବେ ମେଳ ଖାଉଛି। "ସେ ଉଲ୍ଲେଖ କରିଛନ୍ତି ଯେ ସରକାର ଏକ ପରିବର୍ତ୍ତନକାରୀ ରାଜିନାମା ପ୍ରଦାନ କରିଛନ୍ତି ଯାହା ବଜାରକୁ ବିସ୍ତାର କରେ, ନିଯୁକ୍ତି ସୃଷ୍ଟି କରେ ଏବଂ ଭାରତର ମୂଳ ସ୍ୱାର୍ଥକୁ ସୁରକ୍ଷା ଦିଏ", ଶ୍ରୀ ମୋଦୀ କହିଛନ୍ତି। 

ଏକ୍ସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ କହିଛନ୍ତି: 

ଏହି ନିବନ୍ଧରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ ଐତିହାସିକ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ବିଷୟରେ ଲେଖିଛନ୍ତି ଯାହା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବାର ଦୃଷ୍ଟିକୋଣ ସହିତ ସମ୍ପୂର୍ଣ୍ଣ ଭାବେ ମେଳ ଖାଉଛି। 

ସେ ଗୁରୁତ୍ୱାରୋପ କରିଛନ୍ତି ଯେ ସରକାର ଏକ ପରିବର୍ତ୍ତନକାରୀ ରାଜିନାମା ପ୍ରଦାନ କରିଛନ୍ତି ଯାହା ବଜାରକୁ ବିସ୍ତାର କରେ, ନିଯୁକ୍ତି ସୃଷ୍ଟି କରେ ଏବଂ ଭାରତର ମୂଳ ସ୍ୱାର୍ଥକୁ ସୁରକ୍ଷା ଦିଏ ।’’ 

HS


(ରିଲିଜ ଆଡି: 2221133) ପରିଦର୍ଶକ କାଉଣ୍ଟର : 7