ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶାନ୍ତି ଏବଂ ସନ୍ତୋଷ ଉପରେ ଗୁରୁତ୍ୱାରୋପ କରି ସଂସ୍କୃତ 'ସୁଭାଷିତମ୍ ’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 JAN 2026 8:57AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ଏବଂ ସନ୍ତୋଷ ଉପରେ ଗୁରୁତ୍ୱାରୋପ କରୁଥିବା ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ।

‘‘ ଶାନ୍ତିତୁଲ୍ୟଂ ତପୋ ନାସ୍ତି ନ ସନ୍ତୋସାତ୍‍ ସୁଖମ୍‍ ।

ନ ତୃଷ୍ଣାୟାଃ ପରୋ ବ୍ୟାଧିର୍ଣ୍ଣ ଚ ଧର୍ମୋ ଦୟାପରଃ ।।’’

ସୁଭାଷିତମ୍ ସୂଚିତ କରେ ଯେ, ଶାନ୍ତି ଅପେକ୍ଷା କୌଣସି ମହାନ ପ୍ରୟାସ ନାହିଁ, ସନ୍ତୋଷଠାରୁ ବଡ଼ କୌଣସି ସୁଖ ନାହିଁ, ଲୋଭଠାରୁ ଖରାପ କୌଣସି ରୋଗ ନାହିଁ ଏବଂ କରୁଣାଠାରୁ ବଡ଼ କୌଣସି କର୍ତ୍ତବ୍ୟ ନାହିଁ

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

‘‘ ଶାନ୍ତିତୁଲ୍ୟଂ ତପୋ ନାସ୍ତି ନ ସନ୍ତୋସାତ୍‍ ସୁଖମ୍‍ ।

ନ ତୃଷ୍ଣାୟାଃ ପରୋ ବ୍ୟାଧିର୍ଣ୍ଣ ଚ ଧର୍ମୋ ଦୟାପରଃ ।।’’

 

HS


(ରିଲିଜ ଆଡି: 2219197) ପରିଦର୍ଶକ କାଉଣ୍ଟର : 52