ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସାମୂହିକ ପ୍ରୟାସର ଶକ୍ତିକୁ ପ୍ରତିଫଳିତ କରୁଥିବା ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 18 DEC 2025 9:19AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି

‘‘ଧର୍ମୋ ଯଶୋ ନୟେ ଦାକ୍ଷମ ମନୋହାରି ସୁଭାଷିତମ୍‍ ।

ଇତ୍ୟାଦି ଗୁଣରତ୍ନାନାଂ ସଂଗ୍ରହିନାବସିଦତି ।।’’

ସୁଭାଷିତମ୍ ସୂଚିତ କରେ ଯେ, ଜଣେ ବ୍ୟକ୍ତି ଯିଏ କର୍ତ୍ତବ୍ୟପରାୟଣ, ସତ୍ୟବାଦୀ, କୁଶଳୀ ଏବଂ ଆନନ୍ଦଦାୟକ ଆଚରଣର ଅଧିକାରୀ, ସେ କଦାପି ଦୁଃଖ ଅନୁଭବ କରିପାରିବ ନାହିଁ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

‘‘ଧର୍ମୋ ଯଶୋ ନୟେ ଦାକ୍ଷମ ମନୋହାରି ସୁଭାଷିତମ୍‍ ।

ଇତ୍ୟାଦି ଗୁଣରତ୍ନାନାଂ ସଂଗ୍ରହିନାବସିଦତି ।।’’

HS


(ରିଲିଜ ଆଡି: 2206321) ପରିଦର୍ଶକ କାଉଣ୍ଟର : 39