ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସଂସ୍କୃତ ଶ୍ଳୋକର ଆହ୍ୱାନ କରି ଜାତୀୟ ସୌହାର୍ଦ୍ଦ୍ୟ ପାଇଁ କ୍ରୋଧରୁ ଉର୍ଦ୍ଧ୍ବକୁ ଉଠିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 DEC 2025 9:07AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ରୋଧର ବିନାଶକାରୀ ପ୍ରକୃତି ଏବଂ ବ୍ୟକ୍ତିଗତ କଲ୍ୟାଣ ତଥା ସାମୂହିକ ପ୍ରଗତି ପାଇଁ ଆଭ୍ୟନ୍ତରୀଣ ସଂଯମର ଗୁରୁତ୍ୱକୁ ରେଖାଙ୍କିତ କରି ଏକ ଗଭୀର ବାର୍ତ୍ତା ସେୟାର କରିଛନ୍ତି

ଏକ ପ୍ରାଚୀନ ସଂସ୍କୃତ ପଦ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ରୋଧ କିପରି ବିଚାରକୁ ଦୁର୍ବଳ କରିଥାଏ, ସାମାଜିକ ସୌହାର୍ଦ୍ଦ୍ୟକୁ ବ୍ୟାହତ କରିଥାଏ ଏବଂ ମାନବୀୟ ସାମର୍ଥ୍ୟକୁ ହ୍ରାସ କରିଥାଏ

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:

‘‘କ୍ରୋଧ: ପ୍ରାଣହର: ଶତ୍ରୁ: କ୍ରାଧି ମିତ୍ରମୁଖେ ରିପୁ: ।

କ୍ରୋଧେ ହାସିର୍ମହାତୀକ୍ଷ୍ଣ: ସର୍ବ କ୍ରୋଧୋରୂପକର୍ଷତି ।।’’

 

HS


(ରିଲିଜ ଆଡି: 2202820) ପରିଦର୍ଶକ କାଉଣ୍ଟର : 32