ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ୩୫୦ତମ ସହିଦ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ପୋଷ୍ଟ କରାଯିବା ଦିନାଙ୍କ:
25 NOV 2025 9:56AM by PIB Bhubaneswar
ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ୩୫୦ ତମ ସହିଦ ଦିବସରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ଅତୁଳନୀୟ ସାହସ ଏବଂ ସର୍ବୋଚ୍ଚ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
ଶ୍ରୀ ମୋଦୀ କହିଛନ୍ତି ଯେ, ଧର୍ମ ଏବଂ ମାନବତାର ସୁରକ୍ଷା ପାଇଁ ଗୁରୁ ତେଗ ବାହାଦୁର ଜୀଙ୍କ ସହିଦତା ଆମ ସମାଜକୁ ସର୍ବଦା ଆଲୋକିତ କରିବ।
‘ଏକ୍ସ’ରେ ଏକ ପୋଷ୍ଟରେ, ପ୍ରଧାନମନ୍ତ୍ରୀ କହିଛନ୍ତି:
"ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ୩୫୦ତମ ସହିଦ ଦିବସରେ, ଆମେ ତାଙ୍କ ଅତୁଳନୀୟ ସାହସ ଏବଂ ବଳିଦାନକୁ ସମ୍ମାନ ଜଣାଇ ପ୍ରଣାମ କରୁଛୁ। ଧର୍ମ ଏବଂ ମାନବତାର ସୁରକ୍ଷା ପାଇଁ ତାଙ୍କ ସହିଦତା ଆମ ସମାଜକୁ ସର୍ବଦା ଆଲୋକିତ କରିବ।"
*****
SPD
(ରିଲିଜ ଆଡି: 2194055)
ପରିଦର୍ଶକ କାଉଣ୍ଟର : 40
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam