ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇନ୍ଦୋର ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 30 MAR 2023 2:42PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇନ୍ଦୋରରେ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ କଥା ହୋଇଛନ୍ତି ଏବଂ ପରିସ୍ଥିତି ବିଷୟରେ ସୂଚନା ନେଇଛନ୍ତି।

 

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

 

"ଇନ୍ଦୋରରେ ଦୁର୍ଘଟଣା ଯୋଗୁଁ ଅତ୍ୟନ୍ତ ମର୍ମାହତ। ମୁଖ୍ୟମନ୍ତ୍ରୀ @ChouhanShivraj ଜୀଙ୍କ ସହ କଥା ହୋଇ ପରିସ୍ଥିତି ବିଷୟରେ ସୂଚନା ପାଇଛି। ରାଜ୍ୟ ସରକାର ଦ୍ରୁତ ଗତିରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟର ନେତୃତ୍ୱ ନେଉଛନ୍ତି। ସମସ୍ତ ପ୍ରଭାବିତ ଏବଂ ସେମାନଙ୍କ ପରିବାର ସହିତ ମୋର ପ୍ରାର୍ଥନା।"

 

ଇନ୍ଦୋରରେ ଦୁର୍ଘଟଣା ଯୋଗୁଁ ଅତ୍ୟନ୍ତ ମର୍ମାହତ। ମୁଖ୍ୟମନ୍ତ୍ରୀ @ChouhanShivraj ଜୀଙ୍କ ସହ କଥା ହୋଇ ପରିସ୍ଥିତି ବିଷୟରେ ସୂଚନା ପାଇଛି। ରାଜ୍ୟ ସରକାର ଦ୍ରୁତ ଗତିରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟର ନେତୃତ୍ୱ ନେଉଛନ୍ତି। ସମସ୍ତ ପ୍ରଭାବିତ ଏବଂ ସେମାନଙ୍କ ପରିବାର ସହିତ ମୋର ପ୍ରାର୍ଥନା।

 

ନରେନ୍ଦ୍ର ମୋଦି (@narendramodi) ମାର୍ଚ୍ଚ ୩୦,୨୦୨୩

****

SPD


(रिलीज़ आईडी: 2187744) आगंतुक पटल : 15
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam