ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କାଶୀର ଲାଖ ମେଳାର ଭାରତ ମିଲାପ ସମ୍ବନ୍ଧରେ ସେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 OCT 2023 7:41PM by PIB Bhubaneshwar
କାଶୀ ଲାଖ ମେଳାର ଭାରତ ମିଲାପର କିଛି ଫଟୋକୁ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି । ସନାତନ ସଂସ୍କୃତିର ଏହାକୁ ଏକ ଅଙ୍ଗ ବୋଲି ବିବେଚନା କରି ପ୍ରଧାନମନ୍ତ୍ରୀ ଏହାକୁ ପଂଚମ ଶତାବ୍ଦୀର ପରମ୍ପରା ବୋଲି କହିଛନ୍ତି । ଏହି ଅନନ୍ୟ ପରମ୍ପରାର ଭୂମି କାଶୀକୁ ସଂସଦରେ ସେ ପ୍ରତିନିଧିତ୍ୱ କରୁଥିବାରୁ ଗର୍ବିତ ବୋଲି କହିଥିଲେ ।
PBD
(ରିଲିଜ ଆଡି: 2187730)
ପରିଦର୍ଶକ କାଉଣ୍ଟର : 21
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam