ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦୀପାବଳି ଅବସରରେ ସଭିଁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 20 OCT 2025 9:49AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି, “ଦୀପାବଳି ଅବସରରେ ସଭିଁଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା । ଆଲୋକର ଏହି ପର୍ବ ଆମ ଜୀବନକୁ ସଦଭାବ, ସୁଖ ଏବଂ ସମୃଦ୍ଧିରେ ଆଲୋକିତ କରୁ । ଆମର ଚତୁର୍ଦ୍ଦିଗରେ ସକାରାତ୍ମକତାର ଭାବନା ବ୍ୟାପ୍ତ ରହୁ ।”

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଦୀପାବଳି ଅବସରରେ ସଭିଁଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା । ଆଲୋକର ଏହି ପର୍ବ ଆମ ଜୀବନକୁ ସଦଭାବ, ସୁଖ ଏବଂ ସମୃଦ୍ଧିରେ ଆଲୋକିତ କରୁ । ଆମର ଚତୁର୍ଦ୍ଦିଗରେ ସକାରାତ୍ମକତାର ଭାବନା ରହୁ ।”

“ସମସ୍ତ ଦେଶବାସୀଙ୍କୁ ସଭିଁଙ୍କୁ ମୋର ଦୀପାବଳିର ହାର୍ଦ୍ଦିକ ଶୁଭକାମନା । ଆଲୋକର ଏହି ପବିତ୍ର ପର୍ବ ପ୍ରତ୍ୟେକଙ୍କ ଜୀବନକୁ ସୁଖ-ସମୃଦ୍ଧି ଏବଂ ସୌହାର୍ଦ୍ଦ୍ୟରେ ଆଲୋକିତ କରୁ ।”

SR


(रिलीज़ आईडी: 2180999) आगंतुक पटल : 15
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam