ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ୱଦେଶୀ ହିଁ ଶକ୍ତି: ଭାରତୀୟ ଉତ୍ପାଦକୁ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
प्रविष्टि तिथि:
19 OCT 2025 8:36PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ପାର୍ବଣ ଋତୁରେ ଭାରତୀୟ ଉତ୍ପାଦ କ୍ରୟ କରି ୧୪୦ କୋଟି ଭାରତୀୟଙ୍କ କଠିନ ପରିଶ୍ରମ, ସୃଜନଶୀଳତା ଏବଂ ନବାଚାରର ଉତ୍ସବ ମନାଇବାକୁ ସମସ୍ତ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଚାଲନ୍ତୁ ଭାରତୀୟ ଉତ୍ପାଦ କ୍ରୟ କରିବା ଏବଂ କହିବା - ଗର୍ବ ସେ କହୋ, ୟେ ସ୍ୱଦେଶୀ ହେ! । ଆପଣ ଯାହା କିଣିଲେ ତାହା ମଧ୍ୟ ସୋସିଆଲ ମିଡିଆରେ ସେୟାର କରନ୍ତୁ । ଏହାଦ୍ୱାରା ଆପଣମାନେ ଅନ୍ୟମାନଙ୍କୁ ଏହା କରିବାକୁ ପାଇଁ ପ୍ରୋତ୍ସାହିତ କରିପାରିବେ ।”
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ଚାଲନ୍ତୁ ଏହି ପାର୍ବଣ ଋତୁରେ ୧୪୦ କୋଟି ଭାରତୀୟଙ୍କ କଠିନ ପରିଶ୍ରମ, ସୃଜନଶୀଳତା ଏବଂ ନବାଚାରର ଉତ୍ସବ ମନାଇବା ।
ଚାଲନ୍ତୁ ଭାରତୀୟ ଉତ୍ପାଦ କ୍ରୟ କରିବା ଏବଂ କହିବା- ଗର୍ବ ସେ କହୋ, ୟେ ସ୍ୱଦେଶୀ ହେ!
ଯାହା କିଣିଲେ ତାହା ମଧ୍ୟ ସୋସିଆଲ ମିଡିଆରେ ସେୟାର କରନ୍ତୁ । ଏହାଦ୍ୱାରା ଆପଣମାନେ ଅନ୍ୟମାନଙ୍କୁ ଏହା କରିବାକୁ ପ୍ରୋତ୍ସାହିତ କରିପାରିବେ ।”
SR
(रिलीज़ आईडी: 2180940)
आगंतुक पटल : 31
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam