ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶରଦ ପୂର୍ଣ୍ଣିମା ଅବସରରେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 OCT 2025 5:06PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପବିତ୍ର ଶରଦ ପୂର୍ଣ୍ଣିମା ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।

ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;

“ଦେଶବ୍ୟାପୀ ମୋ ପରିବାରଜନଙ୍କୁ ଶରଦ ପୂର୍ଣ୍ଣିମାରେ ବହୁତ ବହୁତ ଶୁଭକାମନା । ଏହି ପବିତ୍ର ଅବସର ଆପଣ ସମସ୍ତଙ୍କ ପାଇଁ ସମ୍ପନ୍ନତା, ପ୍ରସନ୍ନତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ନେଇ ଆସୁ । ମା’ ଲକ୍ଷ୍ମୀ ଏବଂ ଚନ୍ଦ୍ରଦେବଙ୍କ କୃପାରୁ ସମସ୍ତଙ୍କ କଲ୍ୟାଣ ହେଉ ଏହା ହିଁ କାମନା ।”

SR


(ରିଲିଜ ଆଡି: 2175683) ପରିଦର୍ଶକ କାଉଣ୍ଟର : 24