ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଜୟା ଦଶମୀର ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
02 OCT 2025 7:37AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜୟା ଦଶମୀ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ।
ଏକ୍ସରେ ଭିନ୍ନ ଭିନ୍ନ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବିଜୟା ଦଶମୀ ଖରାପ ଏବଂ ଅସତ୍ୟ ଉପରେ ଭଲ ଏବଂ ସତ୍ୟର ବିଜୟର ପ୍ରତୀକ । ଏହି ପବିତ୍ର ଅବସରରେ ପ୍ରତ୍ୟେକଙ୍କୁ ସାହସ, ବୁଦ୍ଧି, ଭକ୍ତିର ମାର୍ଗରେ ନିରନ୍ତର ଅଗ୍ରସର ହେବାକୁ ପ୍ରେରଣା ମିଳୁ ଏହାହିଁ ମୋର କାମନା ।
ଦେଶବ୍ୟପୀ ମୋ ପରିଜନଙ୍କୁ ବିଜୟା ଦଶମୀର ବହୁତ ବହୁତ ଶୁଭକାମନା ।”
SR
(ରିଲିଜ ଆଡି: 2174301)
ପରିଦର୍ଶକ କାଉଣ୍ଟର : 22
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam