ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

'ଏକ ପେଡ଼, ମା’ କେ ନାମ’ ଅଧୀନରେ ଏକ ଚାରା ରୋପଣ କରିଥିବା ଉପରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 27 JUL 2024 10:04PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଙ୍କ ତାଙ୍କ ମା' ଙ୍କ ସମ୍ମାନରେ ଏକ ଚାରା ରୋପଣ କରିବା ପ୍ରେରଣାଦାୟକ

ଭାରତର ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡଙ୍କ ମାଶ୍ରୀମତୀ କେସରୀ ଦେବୀଙ୍କ ସମ୍ମାନରେ ଆଜି ନୂଆଦିଲ୍ଲୀର ଯମୁନା ନଦୀ କୂଳରେ ଥିବା ପରିବେଶ ସ୍ଥଳୀ ଅସିତାରେ ଏକ ଚାରା ରୋପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି;

"ମାଙ୍କ ଆଦର ଏବଂ ସମ୍ମାନର୍ଥେ @VPIndia ଜୀ ଗଛ ଲଗାଇବା ସମସ୍ତଙ୍କୁ ପ୍ରେରଣା ଦେବ

*****

 


(ରିଲିଜ ଆଡି: 2173156) ପରିଦର୍ଶକ କାଉଣ୍ଟର : 28