ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କିମ୍ବଦନ୍ତୀ ଗୁଜରାଟୀ ଗାୟକ ପୁରୁଷୋତ୍ତମ ଉପାଧ୍ୟାୟଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
11 DEC 2024 9:20PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କିମ୍ବଦନ୍ତୀ ଗୁଜରାଟୀ ଗାୟକ ପୁରୁଷୋତ୍ତମ ଉପାଧ୍ୟାୟଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।
ଶ୍ରୀ ମୋଦୀ 'ଏକ୍ସ’ ରେ ଏକ ପୋଷ୍ଟରେ ଲେଖିଛନ୍ତି
"ସୁଗମ ସଙ୍ଗୀତ ମାଧ୍ୟମରେ ଗୁଜରାଟୀ ଭାଷାକୁ ସାରା ବିଶ୍ୱରେ ଜୀବନ୍ତ ରଖିଥିବା କିମ୍ବଦନ୍ତୀ କଣ୍ଠଶିଳ୍ପୀ ପୁରୁଷୋତ୍ତମ ଉପାଧ୍ୟାୟଙ୍କ ଦେହାନ୍ତ ଖବରରେ ମୁଁ ଗଭୀର ଭାବେ ମର୍ମାହତ କଳା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ତାଙ୍କ ସୁମଧୁର ସ୍ୱରରେ କଣ୍ଠ ରଚନା ସର୍ବଦା ଆମ ହୃଦୟରେ ଜୀବନ୍ତ ରହିବ
ପରଲୋକଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା ଏବଂ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ..........
ଓମ୍ ଶାନ୍ତି "
HS
(ରିଲିଜ ଆଡି: 2173107)
ପରିଦର୍ଶକ କାଉଣ୍ଟର : 15
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam