ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏନଏସଜି ପ୍ରତିଷ୍ଠା ଦିବସରେ ଏନଏସଜି କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ

प्रविष्टि तिथि: 16 OCT 2024 11:39AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନଏସଜି ପ୍ରତିଷ୍ଠା ଦିବସ ଅବସରରେ ଏନଏସଜି କର୍ମଚାରୀଙ୍କ ଅଟଳ ସମର୍ପଣ, ସାହସ ଏବଂ ଦୃଢ଼ ପ୍ରତିଜ୍ଞାକୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି :

" ଏନଏସଜି ପ୍ରତିଷ୍ଠା ଦିବସ ଅବସରରେ, ଭାରତ ସମସ୍ତ ଏନଏସଜି କର୍ମଚାରୀଙ୍କୁ ଆମ ରାଷ୍ଟ୍ରକୁ ସୁରକ୍ଷା ଦେବାରେ ସେମାନଙ୍କର ଅଟଳ ସମର୍ପଣ, ସାହସ ଏବଂ ଦୃଢ଼ ସଂକଳ୍ପ ପାଇଁ ସାଲ୍ୟୁଟ୍ କରୁଛି। ବିପଦ ବିରୁଦ୍ଧରେ ଆମ ରାଷ୍ଟ୍ରକୁ ସୁରକ୍ଷା ଦେବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ପ୍ରଶଂସନୀୟ। ସେମାନେ ସାହସ ଏବଂ ପେଶାଦାରିତାକୁ ପ୍ରତିପାଦନ କରନ୍ତି।"

***

SSP


 

 

4


(रिलीज़ आईडी: 2173072) आगंतुक पटल : 11
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam