ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବରିଷ୍ଠ ସାମ୍ବାଦିକ ଏବଂ ଲେଖକ ଉମେଶ ଉପାଧ୍ୟାୟଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 01 SEP 2024 10:11PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ସାମ୍ବାଦିକ ଏବଂ ଲେଖକ ଉମେଶ ଉପାଧ୍ୟାୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

 

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି :

 

ଡିଜିଟାଲ୍ ମିଡିଆ ଏବଂ ଟେଲିଭିଜନ କ୍ଷେତ୍ରରେ ଅମୂଲ୍ୟ ଅବଦାନ ଦେଇଥିବା ବରିଷ୍ଠ ସାମ୍ବାଦିକ ଏବଂ ଲେଖକ ଉମେଶ ଉପାଧ୍ୟାୟଙ୍କ ଦେହାନ୍ତରେ ମୁଁ ଗଭୀର ମର୍ମାହତ । ତାଙ୍କ ଦେହାନ୍ତ ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖର ମୁହୂର୍ତ୍ତରେ ମୁଁ ତାଙ୍କ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି। ଓମ୍…ଶାନ୍ତି !”

 

 

*****

MT


(ରିଲିଜ ଆଡି: 2169456) ପରିଦର୍ଶକ କାଉଣ୍ଟର : 35