ପୋଷ୍ଟ କରାଯିବା ଦିନାଙ୍କ:
27 JUN 2024 12:53PM by PIB Bhubaneswar
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଉପ ରାଜ୍ୟପାଳ ଏଡମିରାଲ ଡି.କେ. ଯୋଶୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁଏକ୍ସରେ ପୋଷ୍ଟ କରାଯାଇଛି:
"ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଉପ ରାଜ୍ୟପାଳ, ଏଡମିରାଲ ଡି କେ ଯୋଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।"
****
NS/SLP