ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମ ସରକାର ସାରା ଦେଶରେ ଥିବା ଆମର ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନଙ୍କ ସମ୍ମାନ ଏବଂ ଆତ୍ମସମ୍ମାନ ପ୍ରତି ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀ

प्रविष्टि तिथि: 03 DEC 2024 7:09PM by PIB Bhubaneshwar

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ଦ୍ୱାରା ଲିଖିତ ଏକ ପୋଷ୍ଟ ସେୟାର କରିଛନ୍ତି ।

ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ ନିଜେ ଲେଖିଥିବା ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ଆମର ଦିବ୍ୟାଙ୍ଗ ଭାଇ ଭଉଣୀମାନଙ୍କ ସମ୍ମାନ ଏବଂ ଆତ୍ମସମ୍ମାନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ

ଏକ୍ସ ଉପରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

"ଆମ ସରକାର ସାରା ଦେଶରେ ଆମର ଦିବ୍ୟାଙ୍ଗ ଭାଇ ଭଉଣୀମାନଙ୍କ ମର୍ଯ୍ୟାଦା ଏବଂ ଆତ୍ମସମ୍ମାନ ପ୍ରତି ପ୍ରତିଶ୍ରୁତିବଦ୍ଧ । ଗତ ୧୦ବର୍ଷ ମଧ୍ୟରେ ଆମେ ସେମାନଙ୍କ ପାଇଁ ଯେଉଁ ନୀତି ଏବଂ ନିଷ୍ପତ୍ତି ନେଇଛୁ, ତାହା ଏହାର ଜୀବନ୍ତ ପ୍ରମାଣ ଆଜି, ଭିନ୍ନକ୍ଷମଙ୍କ ଆନ୍ତର୍ଜାତୀୟ ଦିବସରେ, ଏଠାରେ କିଛି ଶବ୍ଦ ଅଛି ଯାହା ମୁଁ ସେମାନଙ୍କୁ ଉତ୍ସର୍ଗ କରୁଛି"

"ଆମର ଦିବ୍ୟାଙ୍ଗ ଭଉଣୀ ଏବଂ ଭାଇମାନଙ୍କୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିବାର ଏକ ଦଶନ୍ଧି! ଆମେ  ସୁଗମ୍ୟ ଭାରତର ୯ବଷୋ ଅବସରରେ ଭାରତ ଚିହ୍ନିତ କରୁଥିବା ଦିନରେ କିଛି ଚିନ୍ତାଧାରା ଲେଖିଛୁ ।

 

HS


(रिलीज़ आईडी: 2169388) आगंतुक पटल : 8
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Kannada , Malayalam