ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜା ଚାର୍ଲ୍ସ ତୃତୀୟ ଉପହାର ଦେଇଥିବା କଦମ୍ବ ଚାରା ରୋପଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 SEP 2025 5:24PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭, ଲୋକ କଲ୍ୟାଣ ମାର୍ଗ ସ୍ଥିତ ନିଜ ବାସଭବନରେ ଏକ କଦମ୍ବ ଚାରା ରୋପଣ କରିଛନ୍ତି, ଯାହା ତାଙ୍କୁ ରାଜ ଚାର୍ଲ୍ସ ତୃତୀୟ ଉପହାର ଦେଇଥିଲେ । ଶ୍ରୀ ମୋଦୀ କହିଛନ୍ତି, “ସେ ପରିବେଶ ଏବଂ ସ୍ଥିରତା ପ୍ରତି ବହୁତ ଆଗ୍ରହୀ, ଯାହା ଆମର ଆଲୋଚନାରେ ମଧ୍ୟ ସ୍ଥାନ ପାଇଛି ।”

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଆଜି ସକାଳେ ୭, ଲୋକ କଲ୍ୟାଣ ମାର୍ଗରେ ରାଜା ଚାର୍ଲ୍ସ ତୃତୀୟ ଉପହାର ଦେଇଥିବା କଦମ୍ବର ଚାରା ରୋପଣ କରିଛି । ସେ ପରିବେଶ ଏବଂ ସ୍ଥିରତା ପ୍ରତି ବହୁତ ଆଗ୍ରହୀ, ଯାହା ଆମର ଆଲୋଚନାରେ ମଧ୍ୟ ସ୍ଥାନ ପାଇଛି ।”

@RoyalFamily

 

SR


(ରିଲିଜ ଆଡି: 2168824) ପରିଦର୍ଶକ କାଉଣ୍ଟର : 36