ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜନ୍ମଦିନ ଶୁଭେଚ୍ଛା ପାଇଁ ଓମ୍ ବିର୍ଲାଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 17 SEP 2025 9:28AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୭୫ତମ ଜନ୍ମ ଦିବସରେ ଶୁଭେଚ୍ଛା ଜଣାଇଥିବାରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆପଣଙ୍କ ସ୍ନେହ ଦେଶର ସେବା ଜାରି ରଖିବାକୁ ପ୍ରେରଣା ଦେଉଛି”

ଆଜି ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶୁଭକାମନା ପାଇଁ ଆପଣଙ୍କୁ ବହୁତ ବହୁତ କୃତଜ୍ଞତା @ombirlakota । ଦେଶବାସୀଙ୍କ କଲ୍ୟାଣ ଏବଂ ରାଷ୍ଟ୍ରର ସମଗ୍ର ବିକାଶ ପାଇଁ ଆମ ସରକାର ନିଜର ପ୍ରଚେଷ୍ଟାରେ କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ । ଏହା ଆପଣ ସମସ୍ତଙ୍କ ସ୍ନେହ, ଯାହାକି ମୋତେ ନିରନ୍ତର ଦେଶସେବା ଜାରି ରଖିବାକୁ ପ୍ରେରିତ କରୁଛି ।”

SR


(ରିଲିଜ ଆଡି: 2167610) ପରିଦର୍ଶକ କାଉଣ୍ଟର : 30