ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତର ଉତ୍ପାଦନ କ୍ଷେତ୍ରରେ ସଦ୍ୟତମ ଜିଏସଟି ସଂସ୍କାରର ପରିବର୍ତ୍ତନଶୀଳ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
04 SEP 2025 8:49PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଉତ୍ପାଦନ କ୍ଷେତ୍ରରେ ସଦ୍ୟତମ ଜିଏସଟି ସଂସ୍କାରର ପରିବର୍ତ୍ତନଶୀଳ ପ୍ରଭାବକୁ ଉପରେ ଗୁରୁତ୍ୱାରପ କରିଛନ୍ତି। ଏହି ପଦକ୍ଷେପ ସରଳୀକୃତ ଟିକସ ସ୍ଲାବ୍, ସୁବ୍ୟବସ୍ଥିତ ଡିଜିଟାଲ୍ ଅନୁପାଳନ ଏବଂ ମୂଲ୍ୟ ଦକ୍ଷତାକୁ ପ୍ରବର୍ତ୍ତନ କରେ ଯାହା ଘରୋଇ ଉତ୍ପାଦନ ଏବଂ ପ୍ରତିଦ୍ୱନ୍ଦ୍ୱିତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବାକୁ ସ୍ଥିର ହୋଇଛି।
ଶ୍ରୀ ପ୍ରକାଶ ଦଦଲାନୀଙ୍କ ଏକ ପୋଷ୍ଟ ଉପରେ ଏକ୍ସ ରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ କହିଛନ୍ତି :
ଜିଏସ୍ଟି ନିର୍ମାତାଙ୍କ ପାଇଁ ଏକ ଗେମ-ଚେଞ୍ଜର। ୫% ଏବଂ ୧୮% ସରଳୀକୃତ ସ୍ଲାବ ସହିତ କମ୍ ନିବେଶ ଖର୍ଚ୍ଚ, ଦ୍ରୁତ ଡିଜିଟାଲ୍ ଅନୁପାଳନ ଏବଂ ବର୍ଦ୍ଧିତ ଚାହିଦା 'ମେଡ ଇନ୍ ଇଣ୍ଡିଆ "ଉତ୍ପାଦଗୁଡ଼ିକୁ ଏକ ବଡ଼ ପ୍ରୋତ୍ସାହନ ଦେବ।
HS
(ରିଲିଜ ଆଡି: 2164042)
ପରିଦର୍ଶକ କାଉଣ୍ଟର : 24
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam