ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଭାରତୀୟ ଯୁବପିଢ଼ିଙ୍କ ଲାଭ ପାଇଁ ଅନୁସନ୍ଧାନ ଏବଂ ନବ ଅନ୍ୱେଷଣ ଇକୋସିଷ୍ଟମକୁ ଆଗକୁ ବଢ଼ାଇବାକୁ ପ୍ରତିବଦ୍ଧତା ଦୋହରାଇଲେ

Posted On: 19 JUN 2025 1:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁ୍ୟଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର୍ୟାଙ୍କିଙ୍ଗ ୨୦୨୬କୁ ସ୍ୱାଗତ କରି ଏହା ବୈଶ୍ୱିକ ଶିକ୍ଷା ଓ ଅନୁସନ୍ଧାନରେ ଭାରତର  ବର୍ଦ୍ଧିତ ପ୍ରତିଷ୍ଠାର ପ୍ରମାଣ ବୋଲି କହିଛନ୍ତି । ସେ ଭାରତୀୟ ଯୁବପିଢ଼ିଙ୍କ ଲାଭ ପାଇଁ ଅନୁସନ୍ଧାନ ଏବଂ ନବ ଅନ୍ୱେଷଣ ଇକୋସିଷ୍ଟମକୁ ଆଗକୁ ବଢ଼ାଇବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ନିଶ୍ଚିତ କଲେ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଏକ୍ସ ରେ ହୋଇଥିବା ଏକ ପୋଷ୍ଟ ର ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି:

“କୁ୍ୟଏସ୍ ୱାର୍ଲ୍ଡ ୟୁନିଭର୍ସିଟି ୨୦୨୬ ର୍ୟାଙ୍କିଙ୍ଗ ଆମ ଶିକ୍ଷା କ୍ଷେତ୍ର ବହୁତ ଖୁସିର ଖବର ଆଣିଛି । ଆମ ସରକାର ଭାରତୀୟ ଯୁବପିଢ଼ିଙ୍କ ଲାଭ ପାଇଁ ଅନୁସନ୍ଧାନ ଏବଂ ନବ ଅନ୍ୱେଷଣ ଇକୋସିଷ୍ଟମକୁ ଆଗକୁ ବଢ଼ାଇବାକୁ ପ୍ରତିବଦ୍ଧ ।”

SR


(Release ID: 2159386) Visitor Counter : 3