ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ, ଶ୍ରୀ ରିଷି ସୁନକ ଏବଂ ତାଙ୍କ ପରିବାର

Posted On: 18 FEB 2025 10:49PM by PIB Bhubaneshwar

18 .02. 2025 : ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ, ଶ୍ରୀ ରିଷି ସୁନକ ଏବଂ ତାଙ୍କ ପରିବାର ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

ଉଭୟ  ପ୍ରମୁଖ ବ୍ୟକ୍ତିତ୍ଵ ଅନେକ ବିଷୟରେ ଏକ ସୁନ୍ଦର ଆଲୋଚନା କରିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ , ଶ୍ରୀ ସୁନକ ଭାରତର ଜଣେ ମହାନ ବନ୍ଧୁ ଏବଂ ଭାରତ-ୟୁକେ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଆଗ୍ରହୀ।

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି ;

“ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ, ଶ୍ରୀ ରିଷି ସୁନକ ଏବଂ ତାଙ୍କ ପରିବାରଙ୍କୁ ଭେଟି ଆନନ୍ଦିତ ! ଆମେ ଅନେକ ବିଷୟରେ ଏକ ସୁନ୍ଦର ଆଲୋଚନା କରିଥିଲୁ।

ଶ୍ରୀ ସୁନକ ଭାରତର ଜଣେ ମହାନ ବନ୍ଧୁ ଏବଂ ଭାରତ - ୟୁକେ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ସେ ଉତ୍ସାହୀ।

***

SSP

 


(Release ID: 2159240) Visitor Counter : 2