ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିହାର ମୋତିହାରୀଠାରେ ସ୍ୱାମୀ ଶକ୍ତି ଶରଣାନନ୍ଦ ସରସ୍ୱତୀ ଜୀ ମହାରାଜଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
18 JUL 2025 9:40PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ମୋତିହାରୀଠାରେ ସ୍ୱାମୀ ଶକ୍ତି ଶରଣାନନ୍ଦ ସରସ୍ୱତୀ ଜୀ ମହାରାଜଙ୍କୁ ଭେଟିଛନ୍ତି। ଶ୍ରୀ ମୋଦୀ ତାଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ମହାରାଜ ଜୀଙ୍କର ସହୃଦୟତା, ସ୍ନେହ ଏବଂ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘‘ଆଜି ମୋତିହାରୀରେ ସ୍ୱାମୀ ଶକ୍ତି ଶରଣାନନ୍ଦ ସରସ୍ୱତୀ ଜୀ ମହାରାଜଙ୍କଠାରୁ ଆଶୀର୍ବାଦ ପାଇବାର ସୌଭାଗ୍ୟ ମୋତେ ମିଳିଛି। ତାଙ୍କର ବ୍ୟକ୍ତିତ୍ୱ ଉଜ୍ଜ୍ୱଳତା ଏବଂ ଊର୍ଜାରେ ପରିପୂର୍ଣ୍ଣ ଥିବା ବେଳେ, ତାଙ୍କର ବକ୍ତବ୍ୟ ମଧ୍ୟ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ। ମହାରାଜ ଜୀଙ୍କ ଘନିଷ୍ଠତା, ସ୍ନେହ ଏବଂ ମାର୍ଗଦର୍ଶନରେ ମୁଁ ଅଭିଭୂତ!"
***
PS
(ରିଲିଜ ଆଡି: 2158976)
ପରିଦର୍ଶକ କାଉଣ୍ଟର : 27
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam