ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜି-୭ ଶିଖର ସମ୍ମିଳନୀ ଅବସରରେ ୟୁରୋପୀୟ ପରିଷଦର ଅଧ୍ୟକ୍ଷଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 18 JUN 2025 3:02PM by PIB Bhubaneswar

୧୭ ଜୁନ୍ ୨୦୨୫ରେ କାନାଡାର କାନାନସ୍କିସ୍‌ରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଶ୍ରୀ ଆଣ୍ଟୋନିଓ କୋଷ୍ଟାଙ୍କ ସହ ଫଳପ୍ରଦ ଆଲୋଚନା କରିଛନ୍ତି

ଏକ୍ସରେ ଗୋଟିଏ ପୋଷ୍ଟରେ ସେ ଲେଖିଛନ୍ତି:

‘‘ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଶ୍ରୀ ଆଣ୍ଟୋନିଓ କୋଷ୍ଟାଙ୍କ ସହ ଫଳପ୍ରଦ ଆଲୋଚନା ହୋଇଛି

@eucopresident"

***

PS


(रिलीज़ आईडी: 2158871) आगंतुक पटल : 29
इस विज्ञप्ति को इन भाषाओं में पढ़ें: Gujarati , English , Urdu , Marathi , हिन्दी , Manipuri , Bengali , Assamese , Punjabi , Tamil , Telugu , Kannada , Malayalam