ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦେଶର ବୟନ କ୍ଷେତ୍ରର ଅଭିବୃଦ୍ଧି ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 AUG 2025 2:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତରେ ବୟନ କ୍ଷେତ୍ରର ଅଭିବୃଦ୍ଧି ବିଷୟରେ ଏକ ଲେଖା ଶେୟାର କରିଛନ୍ତି ।

କେନ୍ଦ୍ରର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଗେରିଟାଙ୍କ ଦ୍ୱାରା ଲେଖାଯାଇଥିବା ଏହି  ଲେଖା ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ କହିଛନ୍ତି;

“କେନ୍ଦ୍ର ବୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଗେରିଟା, ଭାରତରେ ବୟନ କ୍ଷେତ୍ରର ଅଭିବୃଦ୍ଧି ବିଷୟରେ ଲେଖିଛନ୍ତି । କିପରି ଐତିହ୍ୟ, ନବାଚାର ଏବଂ ସାମୂହିକ ପ୍ରୟାସକୁ ଏକତ୍ର କରି ଭାରତର ହସ୍ତତନ୍ତ କ୍ଷେତ୍ରର ବିଶ୍ୱକୁ ପ୍ରେରଣା ଦେବାକୁ ପ୍ରସ୍ତୁତ ରହିଛି, ସେ ସମ୍ପର୍କରେ ସେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଛନ୍ତି । ଏହାକୁ ନିଶ୍ଚୟ ପଢ଼ନ୍ତୁ!”

 

SR


(ରିଲିଜ ଆଡି: 2155353) ପରିଦର୍ଶକ କାଉଣ୍ଟର : 12