ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦେଶର ମହକାଶ କାର୍ଯ୍ୟକ୍ରମର ୧୧ ବର୍ଷର ପରିବର୍ତ୍ତନମୂଳକ ଯାତ୍ରା ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 18 JUN 2025 5:35PM by PIB Bhubaneshwar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଗତ ୧୧ ବର୍ଷ ମଧ୍ୟରେ ଭାରତର ମହାକାଶ କାର୍ଯ୍ୟକ୍ରମର ପରିବର୍ତ୍ତନମୂଳକ ଯାତ୍ରାକୁ ପ୍ରତିଫଳିତ କରୁଥିବା ଏକ ଲେଖା ଶେୟାର କରିଛନ୍ତି ଶ୍ରୀ ମୋଦୀ ଲୋକ-କୈନ୍ଦ୍ରିକ ନବାଚାରକୁ ପ୍ରତିଫଳିତ କରିବା ସହ କିପରି ଭାରତର ମହାକାଶ ପ୍ରଯୁକ୍ତିବିଦ୍ୟା ଏବେ ଦୈନନ୍ଦିନ ଜୀବନରେ ସାମିଲ ହୋଇଛି, ତାହା ଉପରେ ଆଲୋକପାତ କରିଛନ୍ତି ଏହା ଗ୍ରାମାଞ୍ଚଳରେ କୃଷକମାନଙ୍କୁ ସଶକ୍ତ କରିବା ସହ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ସମୃଦ୍ଧ କରିବା ଏବଂ ବିଭିନ୍ନ ବିକାଶମୂଳକ କ୍ଷେତ୍ରକୁ ମଧ୍ୟ ଆଗକୁ ବଢ଼ାଉଛି

କେନ୍ଦ୍ରମନ୍ତ୍ରୀ . ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;

କେନ୍ଦ୍ର ମନ୍ତ୍ରୀ . ଜିତେନ୍ଦ୍ର ପ୍ରସାଦ ସିଂହ ବିସ୍ତୃତ ଭାବରେ କହିଛନ୍ତି ଯେ ଗତ ୧୧ ବର୍ଷ ମଧ୍ୟରେ ଭାରତର ମହାକାଶ କାର୍ଯ୍ୟକ୍ରମ କିପରି ସାହସିକ, ସମାବେଶୀ ଏବଂ ଲୋକ-କୈନ୍ଦ୍ରିକ ହୋଇଛି ମହାକାଶ ପ୍ରଯୁକ୍ତିବିଦ୍ୟା ଏବେ ଦୈନନ୍ଦିନ ଜୀବନରେ ଗ୍ରାମାଞ୍ଚଳର କୃଷକମାନଙ୍କଠାରୁ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଅନ୍ତର୍ଭୁକ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି

 

SR

 


(ରିଲିଜ ଆଡି: 2137461) ପରିଦର୍ଶକ କାଉଣ୍ଟର : 15