ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅକ୍ଷୟ ତୃତୀୟାରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 30 APR 2025 8:53AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅକ୍ଷୟ ତୃତୀୟା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଆପଣ ସମସ୍ତଙ୍କୁ ଅକ୍ଷୟ ତୃତୀୟାରେ ଅସୀମ ଶୁଭେଚ୍ଛା । ମାନବତାକୁ ସମର୍ପିତ ଏହି ପବିତ୍ର ପର୍ବ ସମସ୍ତଙ୍କ ପାଇଁ ସଫଳତା, ସମ୍ପନ୍ନତା ଏବଂ ପ୍ରସନ୍ନତା ଆଣୁ, ଯାହାକି ବିକଶିତ ଭାରତ ସଂକଳ୍ପକୁ ନୂଆ ଶକ୍ତି ପ୍ରଦାନ କରିବ ।”

SR


(ରିଲିଜ ଆଡି: 2125435) ପରିଦର୍ଶକ କାଉଣ୍ଟର : 26