ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୁଖ, ଶାନ୍ତି ଏବଂ ନୂତନ ଉର୍ଜାର ସନ୍ଦେଶ ସହ ନବରାତ୍ରିକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 31 MAR 2025 9:10AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେବୀ ଦୁର୍ଗାଙ୍କ ଦିବ୍ୟ ଆଶୀର୍ବାଦ ସମ୍ପର୍କରେ ଉଲ୍ଲେଖ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏଥିସହ ଦେବୀଙ୍କ କୃପା କିପରି ଭକ୍ତମାନଙ୍କ ପାଇଁ ଶାନ୍ତି, ପ୍ରସନ୍ନତା ଏବଂ ନୂତନ ଶକ୍ତି ଆଣିଦେଇଥାଏ ସେ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଏହି ଅବସରରେ ସେ ଶ୍ରୀମତୀ ରାଜଲକ୍ଷ୍ମୀ ସଞ୍ଜୟଙ୍କ ଏକ ପ୍ରାର୍ଥନା ଶେୟାର କରିଛନ୍ତି

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

ନବରାତ୍ରିରେ ଦେବୀ ମାଙ୍କ ଆଶୀର୍ବାଦ ଭକ୍ତମାନଙ୍କ ମଧ୍ୟରେ ସୁଖ-ଶାନ୍ତି ଏବଂ ନୂଆ ଶକ୍ତି ସଞ୍ଚାର କରିଥାଏ ଶକ୍ତିଙ୍କ ଆରାଧନାରେ ସମର୍ପିତ ରାଜଲକ୍ଷ୍ମୀ ସଞ୍ଜୟଙ୍କର ଏହ ଭଜନ ଶୁଣନ୍ତୁ ...”

 

SR


(ରିଲିଜ ଆଡି: 2117044) ପରିଦର୍ଶକ କାଉଣ୍ଟର : 53