ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ନୁ୍ୟଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନଙ୍କ ଗୁରୁଦ୍ୱାରା ରକବ ଗଞ୍ଜ ସାହିବ ପରିଦର୍ଶନ
Posted On:
17 MAR 2025 10:26PM by PIB Bhubaneshwar
ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ନୁ୍ୟଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନଙ୍କ ଗୁରୁଦ୍ୱାରା ରକବ ଗଞ୍ଜ ସାହିବ ପରିଦର୍ଶନ କରିଛନ୍ତି । ଏହି ଗସ୍ତର କିଛି ଝଲକ ସେୟାର କରି ଶ୍ରୀ ମୋଦୀ କହିଛନ୍ତି,ବିଶ୍ୱବ୍ୟାପୀ ସେବା ଓ ମାନବତା ଦିଗରେ ଶିଖ୍ ସମ୍ପ୍ରଦାୟର ଅତୁଟ ପ୍ରତିବଦ୍ଧତା ବାସ୍ତବରେ ପ୍ରଶଂସନୀୟ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି, “ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ ଓ ମୁଁ ଗୁରୁଦ୍ୱାରା ରକବ ଗଞ୍ଜ ସାହିବ ପରିଦର୍ଶନ କରିଲୁ । ଏହା ଗଭୀର ବିଶ୍ୱାସ ଓ ଇତିହାସ ସହ ଜଡ଼ିତ ଏକ ସ୍ଥାନ । ବିଶ୍ୱବ୍ୟାପୀ ସେବା ଓ ମାନବତା ଦିଗରେ ଶିଖ୍ ସମ୍ପ୍ରଦାୟର ଅତୁଟ ପ୍ରତିବଦ୍ଧତା ବାସ୍ତବରେ ପ୍ରଶଂସନୀୟ ।
@chrisluxonmp” ।
“ଗୁରୁଦ୍ୱାରା ରକବ ଗଞ୍ଜ ସାହିବର ଅଧିକ କିଛି ଝଲକ ।
@chrisluxonmp.”
SR
(Release ID: 2112080)
Visitor Counter : 9