ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ଆସନ୍ତାକାଲି ପ୍ରୟାଗରାଜ ଗସ୍ତରେ ଯିବେ ରାଷ୍ଟ୍ରପତି

ପୋଷ୍ଟ କରାଯିବା ଦିନାଙ୍କ: 09 FEB 2025 4:26PM by PIB Bhubaneswar

 

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି (୧୦,ଫେବୃଆରୀ ୨୦୨୫) ପ୍ରୟାଗରାଜ (ଉତ୍ତରପ୍ରଦେଶ) ଗସ୍ତରେ ଯିବେ

ଏକଦିବସୀୟ ପ୍ରୟାଗରାଜ ଗସ୍ତ ଅବସରରେ ରାଷ୍ଟ୍ରପତି ସଙ୍ଗମରେ ସ୍ନାନ ଏବଂ ପୂଜା କରିବେ ଅକ୍ଷୟବଟ ଏବଂ ହନୁମାନ ମନ୍ଦିରରେ ପୂଜା ଦର୍ଶନ କରିବେ ରାଷ୍ଟ୍ରପତି ଡିଜିଟାଲ କୁମ୍ଭ ଅନୁଭବ କେନ୍ଦ୍ର ମଧ୍ୟ ପରିଦର୍ଶନ କରିବେ

SR


(ରିଲିଜ ଆଡି: 2101183) ପରିଦର୍ଶକ କାଉଣ୍ଟର : 66