ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଷ୍ଟ୍ରପତି ଏକ ପ୍ରେରଣାଦାୟକ ଭାଷଣ ଦେଇଛନ୍ତି,ଯେଉଁଥିରେ ସେ ଅନେକ ପ୍ରସଙ୍ଗରେ ଆଲୋକପାତ କରିଛନ୍ତି ଏବଂ ଆମ ସମ୍ବିଧାନର ମହାନତା ତଥା ରାଷ୍ଟ୍ରୀୟ ପ୍ରଗତି ପାଇଁ କାମ କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି: ପ୍ରଧାନମନ୍ତ୍ରୀ
Posted On:
25 JAN 2025 10:09PM by PIB Bhubaneshwar
ରାଷ୍ଟ୍ରପତି ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଦେଇଥିବା ଉଦବୋଧନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରେରଣାଦାୟକ ଭାବେ ବର୍ଣ୍ଣନା କରିବା ସହ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି କି, ରାଷ୍ଟ୍ରପତି ଅନେକ ପ୍ରସଙ୍ଗରେ ଆଲୋକପାତ କରିଛନ୍ତି ଏବଂ ଆମ ସମ୍ବିଧାନର ମହାନତା ତଥା ରାଷ୍ଟ୍ରୀୟ ପ୍ରଗତି ପାଇଁ କାମ କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ।
ଏକ୍ସ ରେ ରାଷ୍ଟ୍ରପତିଙ୍କ ହ୍ୟାଣ୍ଡଲ ପକ୍ଷରୁ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:
“ରାଷ୍ଟ୍ରପତି ଏକ ପ୍ରେରଣାଦାୟକ ଭାଷଣ ଦେଇଛନ୍ତି,ଯେଉଁଥିରେ ସେ ଅନେକ ପ୍ରସଙ୍ଗରେ ଆଲୋକପାତ କରିଛନ୍ତି ଏବଂ ଆମ ସମ୍ବିଧାନର ମହାନତା ତଥା ରାଷ୍ଟ୍ରୀୟ ପ୍ରଗତି ପାଇଁ କାମ କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ।”
SR
(Release ID: 2096576)
Read this release in:
Malayalam
,
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada