ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜି-୨୦ରେ ଭାରତର ଅଧ୍ୟକ୍ଷତା ଏବଂ ଶିଖର ସମ୍ମିଳନୀ ସମ୍ପର୍କରେ ଶ୍ରୀ ଅମିତାଭ କାନ୍ତଙ୍କ ପୁସ୍ତକକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
21 JAN 2025 3:44PM by PIB Bhubaneswar
ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଶିଖର ସମ୍ମିଳନୀ,୨୦୨୩ ସମ୍ପର୍କରେ ପୁସ୍ତକ ରଚନା ସକାଶେ ଶ୍ରୀ ଅମିତାଭ କାନ୍ତଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରି କହିଛନ୍ତି, ବିଶ୍ୱରେ ମାନବ କୈନ୍ଦ୍ରିକ ବିକାଶକୁ ଆଗକୁ ବଢ଼ାଇବା ଦିଗରେ ଭାରତର ପ୍ରୟାସକୁ ସେ ଏକ ସ୍ପଷ୍ଟ ଦୃଷ୍ଟିକୋଣ ପ୍ରଦାନ କରିଛନ୍ତି ।
ଏକ୍ସ ରେ ଶ୍ରୀ ଅମିତାଭ କାନ୍ତଙ୍କ ଏକ ପୋଷ୍ଟ ର ପ୍ରତିକ୍ରିୟାରେ ଶ୍ରୀ ମୋଦୀଲେଖିଛନ୍ତି:
“ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଶିଖର ସମ୍ମିଳନୀ-୨୦୨୩ ସମ୍ପର୍କରେ ରଚନା ସକାଶେ ଆପଣଙ୍କର ପ୍ରୟାସ ପ୍ରଶଂସନୀୟ । ଏହା ବିଶ୍ୱରେ ମାନବ କୈନ୍ଦ୍ରିକ ବିକାଶକୁ ଆଗକୁ ବଢ଼ାଇବା ପାଇଁ ଆମର ପ୍ରୟାସକୁ ଏକ ସ୍ପଷ୍ଟ ଦୃଷ୍ଟିକୋଣ ପ୍ରଦାନ କରିଛି । @amitabhk87”
SR
(ରିଲିଜ ଆଡି: 2094978)
ପରିଦର୍ଶକ କାଉଣ୍ଟର : 57
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam