ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ ଏକ ସୂଚନାଭିତ୍ତିକ ଥ୍ରେଡ୍ ସେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
18 JAN 2025 9:08AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୂପାନ୍ତରିତ ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ ଏକ ସୂଚନାଭିତ୍ତିକ ଥ୍ରେଡ୍ ଆଜି ସେୟାର କରିଛନ୍ତି ।
ଏକ୍ସ ରେ ମାଇଁ ଗଭ୍ ଇଣ୍ଡିଆ ପକ୍ଷରୁ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ସେ ଲେଖିଛନ୍ତି:
“ଏକ ସୂଚନାଭିତ୍ତିକ ଥ୍ରେଡ୍, ରୂପାନ୍ତରଣର ଆରମ୍ଭକୁ ବୁଝାଉଛି, ସ୍ୱାମୀତ୍ୱ ଯୋଜନାକୁ ଧନ୍ୟବାଦ ।”
SR
(ରିଲିଜ ଆଡି: 2094193)
ପରିଦର୍ଶକ କାଉଣ୍ଟର : 51
ଏହି ରିଲିଜ ପଢନ୍ତୁ :
Malayalam
,
Bengali
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada