ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜରାଟ ୱଡ୍‌ନଗରର ଗୌରବମୟ ଇତିହାସ ୨୫୦୦ ବର୍ଷ ପୁରୁଣା : ପ୍ରଧାନମନ୍ତ୍ରୀ

प्रविष्टि तिथि: 17 JAN 2025 8:27AM by PIB Bhubaneswar

 

ଗୁଜରାଟର ୱଡନଗରର ଗୌରବମୟ ଇତିହାସ ୨୫୦୦ ବର୍ଷରୁ ଅଧିକ ପୁରୁଣା ଏବଂ ଏହାର ସଂରକ୍ଷଣ ତଥା ସୁରକ୍ଷା ପାଇଁ ଅନନ୍ୟ ଉଦ୍ୟମ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି

ଏକ୍ସରେ ଏକ ପୋଷ୍ଟ ସେ କହିଛନ୍ତି :

ଗୁଜରାଟର ୱଡନଗରର ଗୌରବମୟ ଇତିହାସ ୨୫୦୦ ବର୍ଷରୁ ଅଧିକ ପୁରୁଣା ଏହାର ସଂରକ୍ଷଣ ତଥା ସୁରକ୍ଷା ପାଇଁ ଅନନ୍ୟ ଉଦ୍ୟମ କରାଯାଇଛି

 

SR


(रिलीज़ आईडी: 2093931) आगंतुक पटल : 104
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam