ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
प्रविष्टि तिथि:
12 JAN 2025 10:18AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ସ୍ୱାମୀ ବିବେକାନନ୍ଦ ଯୁବକମାନଙ୍କ ପାଇଁ ଏକ ଶାସ୍ୱତ ପ୍ରେରଣା, ଯିଏ ଯୁବ ମନରେ ଉତ୍ସାହ ଏବଂ ଉଦ୍ଦେଶ୍ୟକୁ ପ୍ରଜ୍ୱଳିତ କରିଚାଲିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
“ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଯୁବକମାନଙ୍କ ପାଇଁ ଏକ ଶାସ୍ୱତ ପ୍ରେରଣା, ସେ ଯୁବ ମନରେ ଉତ୍ସାହ ଓ ଉଦ୍ଦେଶ୍ୟକୁ ପ୍ରଜ୍ୱଳିତ କରିଚାଲିଛନ୍ତି । ଏକ ଶକ୍ତିଶାଳୀ ତଥା ବିକଶିତ ଭାରତର ତାଙ୍କର ଦୃଷ୍ଟିକୋଣ ପୂରଣ କରିବାକୁ ଆମେ ପ୍ରତିଶୃତିବଦ୍ଧ ।”
SR
(रिलीज़ आईडी: 2092362)
आगंतुक पटल : 47
इस विज्ञप्ति को इन भाषाओं में पढ़ें:
Punjabi
,
English
,
Urdu
,
हिन्दी
,
Marathi
,
Assamese
,
Bengali-TR
,
Manipuri
,
Bengali
,
Gujarati
,
Tamil
,
Telugu
,
Kannada
,
Malayalam