ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନିକଟରେ ହୋଇଥିବା ଆନ୍ତର୍ଜାତିକ ଗସ୍ତ ଯୋଗୁ ଭାରତର ବୈଶ୍ୱିକ ସହଭାଗିତାକୁ ସୁଦୃଢ଼ କରିଛି, ବିଭିନ୍ନ ମହାଦେଶରେ ରଣନୀତିକ, ଆର୍ଥିକ ଓ ସାଂସ୍କୃତିକ ସମ୍ପର୍କ ବୃଦ୍ଧି କରିଛି: ପ୍ରଧାନମନ୍ତ୍ରୀ
प्रविष्टि तिथि:
31 DEC 2024 8:34PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୋର୍ ଦେଇ କହିଛନ୍ତି ଯେ, ନିକଟରେ ହୋଇଥିବା ଆନ୍ତର୍ଜାତିକ ଗସ୍ତ କେବଳ ଯେ ଭାରତର ବୈଶ୍ୱିକ ସହଭାଗିତାକୁ ସୁଦୃଢ଼ କରିଛି ତାହା ନୁହେଁ, ଏହା ବିଭିନ୍ନ ମହାଦେଶରେ ରଣନୀତିକ, ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କକୁ ମଧ୍ୟ ବୃଦ୍ଧି କରିଛି ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:
“ନିକଟରେ ପ୍ରଧାନମନ୍ତ୍ରୀଙ୍କ ... ଆନ୍ତର୍ଜାତିକ ଗସ୍ତ ଭାରତର ବୈଶ୍ୱିକ ସହଭାଗିତାକୁ ସୁଦୃଢ଼ କରିଛି, ବିଭିନ୍ନ ମହାଦେଶରେ ରଣନୀତିକ, ଆର୍ଥିକ ଓ ସାଂସ୍କୃତିକ ସମ୍ପର୍କ ବୃଦ୍ଧି କରିଛି ।”
SR
(रिलीज़ आईडी: 2089131)
आगंतुक पटल : 54
इस विज्ञप्ति को इन भाषाओं में पढ़ें:
Telugu
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam