ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହାମଣ୍ଡଳେଶ୍ୱର ସ୍ୱାମୀ ଶାନ୍ତିଗିରି ମହାରାଜଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
14 NOV 2024 6:25PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାମଣ୍ଡଳେଶ୍ୱର ସ୍ୱାମୀ ଶାନ୍ତିଗିରି ମହାରାଜଙ୍କୁ ଭେଟି ଗରିବ ଏବଂ ଅବହେଳିତଙ୍କୁ ସଶକ୍ତ କରିବାକୁ ତାଙ୍କର ଉଦ୍ୟମକୁ ପ୍ରଶଂସା କରିଛନ୍ତି୧
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ଛତ୍ରପତି ସମ୍ଭାଜୀ ନଗରରେ ମହାମଣ୍ଡଳେଶ୍ୱର ସ୍ୱାମୀ ଶାନ୍ତିଗିରି ମହାରାଜଙ୍କୁ ସାକ୍ଷାତ କଲି । ସେ ବିଭିନ୍ନ ସମାଜ ସେବା ପ୍ରୟାସରେ ଅଗ୍ରଣୀ ରହିଛନ୍ତି ଏବଂ ଗରିବ ତଥା ଅବହେଳିତଙ୍କୁ ସଶକ୍ତ କରିବା ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି ।”
SR
(रिलीज़ आईडी: 2078244)
आगंतुक पटल : 51
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam