ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସମାବେଶୀ ଅଭିବୃଦ୍ଧି ହାସଲ କରିବା ଏବଂ ବିଶ୍ୱସ୍ତରରେ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଏଆଇ ଏବଂ ପ୍ରଶାସନ ପାଇଁ ତଥ୍ୟ ଗୁରୁତ୍ୱପୂର୍ଣ୍ଣ : ପ୍ରଧାନମନ୍ତ୍ରୀ

प्रविष्टि तिथि: 20 NOV 2024 5:04AM by PIB Bhubaneshwar

ଶାସନ ପାଇଁ ସମାବେଶୀ ଅଭିବୃଦ୍ଧି ହାସଲ କରିବା ଏବଂ ବିଶ୍ୱସ୍ତରରେ ଜୀବନରେ ପରିବର୍ତ୍ତନ ଆଣିବା ନିମନ୍ତେ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଏଆଇ ପ୍ରଶାସନ ପାଇଁ ତଥ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁତ୍ୱାରୋପ କରିଛନ୍ତି

ବିଶ୍ୱ ବାଣିଜ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ନଗୋଜି ଓକୋଞ୍ଜୋ-ଇୱେଲାଙ୍କ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦି କହିଛନ୍ତି :

ଆପଣଙ୍କର ସମର୍ଥନ ଏବଂ ମୂଲ୍ୟବାନ ଜ୍ଞାନ ପାଇଁ ଧନ୍ୟବାଦ ଶାସନ ପାଇଁ ସମାବେଶୀ ଅଭିବୃଦ୍ଧି ହାସଲ କରିବା ଏବଂ ବିଶ୍ୱସ୍ତରରେ ଜୀବନରେ ପରିବର୍ତ୍ତନ ଆଣିବାକୁ ଡିଜିଟାଲ୍ ପବ୍ଲିକ ଇନ୍ଫ୍ରାଷ୍ଟ୍ରକ୍ଚର, ଏଆଇ ଏବଂ ତଥ୍ୟ ଗୁରୁତ୍ୱପୂର୍ଣ୍ଣ @NOIweala

**********

SR  

 


(रिलीज़ आईडी: 2074923) आगंतुक पटल : 43
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam